mobile header

ଘରର ବଡାରେ ପିଟିଲା ଇଲେକ୍ଟ୍ରି ଅଫିସ ବୋଲୋରୋ ଅଳ୍ପକେ ବର୍ତ୍ତିଲା ଚାଳକ

ଆଜି ଦିନ ଏକ ଘଣ୍ଟା ସମୟରେ କଣ୍ଟାମାଲ ଦିକରୁ ଦ୍ରୁତଗତି ମନମୁଣ୍ଡା ଇଲେକ୍ଟ୍ରିଅଫିସ ର ଏକ ବୋଲର ଆସୁଥିବା ବେଳେ ଗାଡିର ଆଗଛକ ଟି ଫାଟିଯିବା ହେତୁ ଓଡ଼ିଆଗୋଠ ନିକଟରେ ନିର୍ମାଣ ହୋଇଥିବା ପଂଚାୟତ ଷ୍ଟଲ କୁ ଧକ୍କାଦେଇଥିଲା ଫଳରେ ଘର ର ବଡା ଓ ଆଜବେଷ୍ଟ ଭାଙ୍ଗିଯାଇଥିବା ବେଳେ ଗାଡିଟି ଛିଟିକି ପଡି ରାସ୍ତାତଳ କୁ ଖସିପଡିଥିଲା ଏହି ବଡ଼ ଦୁର୍ଘଟଣା ରେ ଚାଲକର କୌଣସି କ୍ଷତି ହୋଇନଥିବା ବେଳେ କିଛିସମୟ ସେଠାର ଘରମରାମତି କରିବାପାଇଁ ଉତେଜନା ହୋଇଥିବା ବେଳେ ମନମୁଣ୍ଡା ପୋଲିସ ପହଂଚି ଲୋକଙ୍କୁ ବୁଝା ସୁଝା କରିବାସହ କ୍ଷତି ପୂରଣ ବାବଦ କୁଗାଡି ମାଲିକ ଠୁ ମଗେଇ ଦେବା ପ୍ରତିଶୃତି ପରେ ଲୋକେ ଶାନ୍ତହୋଇଥିଲେ ଏପଟେ ଗାଡିଟିକୁ ପୋଲିସ ଜବତ କରି ଥାନା କୁ ନେଇଥିବା ଜଣାପଡୁଛି ଏଠିପ୍ରଶ୍ନ ଉଠୁଛି ଯେ ଗୋଟେ ସରକାରୀ ସ୍ଥାନରେ ଲାଗିଥିବା ଗାଡିର ଛକ କେଉଁଭଳିଭାବରେ ଫାଟିଲା ଏବଂ ସେଠାରେ ଯଦି ପିଲା ମାନେବସିଥାନ୍ତେ ତାହାହେଲେ ଏତେବଡ଼ ଦୁର୍ଘଟଣା ପାଇଁ ଦାୟୀକିଏ ରହିଥାନ୍ତା ଏହାର ତଦନ୍ତ କରି ଉଚିତ ପଦକ୍ଷେପକରିବା ଦରକାର

Leave A Reply

Your email address will not be published.