mobile header

65kg ଗଂଜେଇ ଜବତ ସହ 4ଗଞ୍ଜେଇ ମାଫିଆକୁ ଗିରଫ

Boudh -ଦୁଇଟି ସ୍ଥାନର ବିପୁଳ ପରିଣାମର ଗଂଜେଇ ସହ ଚାଲାଣ ରେ ବ୍ୟବହୃତ କାର ଓ ବାଇକ ଜବତ ସହ 4ଜଣ ଗଞ୍ଜେଇ ମାଫିଆକୁ ବାନ୍ଧିଲା ପୋଲିସ ସୂଚନା ମତେ କଣ୍ଟାମାଲ ପୋଲିସ ଖବର ପାଇ ଏକ ଟିମ ଦୁଇଟି ସ୍ଥାନ ତଥା ମଳିକକୁଦ ଓ ସିଲେଟ ପଡାଛକ ନିକଟରୁ ଗଞ୍ଜେଇ ଚୋରଚାଲାଣ ବେଲେ ପୋଲିସ ଚଢ଼ାଉକରି ଗୋଟିଏ କାର ରେ 50kg ଓ ବାଇକ ରେ 15kg ଗଂଜେଇ ଚାଲାଣ ବେଳେ ଗଂଜେଇ ସହ ଉଭୟ ଗାଡି ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ ଅଭିଯୁକ୍ତ ମାନେ କନ୍ଧମାଲ ଜିଲ୍ଲାର ଭବାନୀ ଶଙ୍କର ପଟନାୟକ କଟକ ଜିଲ୍ଲା ରାମଚନ୍ଦ୍ର ଦାସ ନୟାଗଡ ଜିଲ୍ଲା ରାଜାରଞ୍ଜନ ନାୟକ ଓ ସୁବର୍ଣ୍ଣପୁର ଜିଲ୍ଲାର ଲକ୍ଷ୍ମଣ ତାଣ୍ଡି ବୋଲି DSP Tapasawini Kaharaସୂଚନା ଦେଇଛି

Leave A Reply

Your email address will not be published.