mobile header

ଜିଲ୍ଲା ପ୍ରଶାସନ(ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ) ବୌଦ୍ଧ ଙ୍କ ସୂଚନା କ୍ରମେ ଆଶ୍ରୟ ସାଥୀ ଙ୍କ ବହୁ ଅନୁସନ୍ଧାନ ପରେ ତା 24/05/022 ରିଖ ରାତି 10 pm ବୌଦ୍ଧ ବସ ଷ୍ଟାଣ୍ଡ ନିକଟରୁ ଜନୈକ ମାନସିକ ବିକୃତ ଯୁବକଙ୍କୁ ଉଦ୍ଧାର କରା ଯାଇ ଆଶ୍ରୟ ସ୍ଥଳୀ (SUH)ରେ ରଖା ଯାଇଛି l

ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଙ୍କ ପରାମର୍ଶ କ୍ରମେ ଯୁବକଙ୍କ ଅଧିକ ସେବା ଓ ସ୍ଥାୟୀ ଥଇଥାନ ନିମନ୍ତେ ନୀଳାଚଳ ସେବା ପ୍ରତିଷ୍ଠାନ, ପୁରୀ କୁ ସ୍ଥାନାନ୍ତରିତ କରା ଯିବlର ଲକ୍ଷ୍ୟ ରଖାଯାଇଛି l ଉକ୍ତ ଯୁବକ ନାମ – ଅଂଶୁମାନ ମିଶ୍ର,ଘର ସୋନପୁର ବୋଲି counceling ରୁ ଜଣା ଯାଇଛି

Leave A Reply

Your email address will not be published.