mobile header

ନାବାଳକ ନିଖୋଜ ଘଟଣାକୁ ନେଇ ଉତ୍ତେଜନା ପ୍ରସଙ୍ଗ ଆନ୍ଧ୍ରରୁ ଠାବ କଲା ମୋଟୁ ପୁଲିସ

 

କାଲିମେଳା ତା , ୨/୬ -ମାଲକାନଗିରି ଜିଲା ଏମ:ଭି – ୭୯ ଥାନା ଅନ୍ତର୍ଗତ ଏମ:ଭି – ୭୨ ଗ୍ରାମରେ ଏମ:ଭି ୭୫ଗ୍ରାମର ଶତାଧିକ ଲୋକ ଆସି ଜଣେ ନିଖୋଳ ନାବାଳକକୁ ଖୋଜିବା ସହ ନ ପାଇ ଝିଅର  ପରିବାର ନିଖୋଜ  କରାଇ ଥିବା ନେଇ ସନ୍ଦେହ  କରି ଉତ୍ତେଜନାମୂଳକ  ହୋଇ  ୩୨୬ ନମ୍ବର  ଜାତୀୟ ରାଜପଥ ରେ ଟାୟାର ଜାଳି ରାସ୍ତାରୋକ  କରିଥିଲେ  ନାବାଳକ ନିଖୋଳ ରହି ଥିବା ଯୋଗୁ । ଏମଭି- ୭୨ଗ୍ରାମର ଜଣେ ଜନୈଜ ନାବାଳିକାଙ୍କ ସହ ଏମ୍ ଭି- ୭୫ ଗ୍ରାମର ତେଜେନ ମଣ୍ଡଳଙ୍କ ପୁଅ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଦୀର୍ଘ ଦିନ ହେଲା ଉଭୟ ନାବାଳିକା ଓ ନାବାଳକ ପରସ୍ପରକୁ ଭଲ ପାଉଥିବା ରାତିରେ ଏମ୍ ଭି- ୭୨ଗ୍ରାମକୁ ଯାଇ ପଚରାଉଚୁରା କରିବାରୁ ନାବାଳକଜଣଙ୍କ ସେଠାକୁ ଆସିଥିବା ଏବଂ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରିଥିବା କୌଣସି ସୂତ୍ରରୁ ଜାଣିପାରିଥିଲେ । ନାବାଳକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କ ନିଖୋଜକୁ ନେଇ ଉତ୍ତେଜିତ ହୋଇ ନାବାଳିକାଙ୍କ ଘର ଲୋକଙ୍କ ନେଇ ଉତ୍ତେଜନା ପ୍ରସଙ୍ଗରେ ପୁଲିସ ନିଖୋଜ ନାବାଳକକୁ ଆନ୍ଧ୍ରରୁ ଉଦ୍ଧାର କରିବା ପରେ ପରିସ୍ଥିତି ଶାନ୍ତ ପଡ଼ଇଛି । ଗତକାଲି ଏହାକୁ ନେଇ ବେଳେ ଗତ ମଙ୍ଗଳବାର ଉପରେ ଦୋଷାରୋପ କରି ରାସ୍ତାରେ ନିଆଁ ଲଗାଇ ରେ ୩୨୬ଜାତୀୟ ରାଜପଥ ବୁଧବାର ରାତି ୮ଟାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଅବରୋଧ କରିଥିଲେ ଲକ୍ଷ୍ୟକ୍ତ ଲୋକେ । ଯାହାଫଳରେ ବି ନ ନାବାଳକଜଣକ ନାବାଳିକାଙ୍କ ସହ ସାକ୍ଷାତ କରିବା ପାଇଁ ଏମ୍ ଡି- ୭୨ ଗ୍ରାମକୁ ଯାଇଥିଲା । ଏହାପରେ ଉକ୍ତ ନାବାଳକଜଣକ ନିଜ ଗାଁକୁ ଫେରି ନ ଥିବାରୁ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କୁ ପାଇ ନ ଥିବା ବେଳେ ସେ ଏମ୍ ଭି ୭୨ ଗ୍ରାମକୁ ରାତିରେ ଯାଇଥିବା ପରିବାର ଲୋକେ ସୂଚନା ପାଇଥିଲେ । ପରେ ରତ୍ୟକ୍ତ ଲୋକେ ଅବରୋଧ କରିଥିଲେ । ତେବେ ନାବାଳିକାଙ୍କ ପରିବାର ଲୋକେ ଏ ନେଇ ମୁହଁ ଖୋଳୁ ନ ଥିବା ସହ ତାଙ୍କ ପିତା କେଉଁଆଡ଼େ ଚାଲି ଯାଇଥିବା ଜଣାପଡିଛି । ଖବର ପାଇ ଏମ୍ :ଭି :୭୯ ଓ କାଲିମେଳା ପୁଲିସ ଘଟଣାସ୍ଥଳରେ ପଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଆଜି ସବାନେ ଘଟଣା ସ୍ଥନରେ ମୋଟୁ , ଏମ୍ ଭି – ୭୯ ଓ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ନିଖୋଜ ଯୁବକ କୁ ଆନ୍ଧ୍ରପ୍ରଦେଶର ଚିନ୍ତାରଠାରୁ ମୋଟୁ ପୁଲିସ ଠାବ କରି ଏମରି ୭୯ ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.