mobile header

ଘୋଷଣା ହେଲା ନୂଆ ମନ୍ତ୍ରୀଙ୍କ ନୂଆ ବିଭାଗ, ନିରଂଜନ ଅର୍ଥ, ରଣେନ୍ଦ୍ର ପ୍ରତାପ କୃଷି

ଘୋଷଣା ହେଲା ନୂଆ ମନ୍ତ୍ରୀଙ୍କ ନୂଆ ବିଭାଗ। ସେହି ଅନୁସାରେ ଜଗନ୍ନାଥ ସାରକା ଆଦିବାସୀ କଲ୍ୟାଣ ପାଇଥିବା ବେଳେ ନିରଂଜନ ପୂଜାରୀ ପୂର୍ବପରି ଅର୍ଥ ବିଭାଗ ସହିତ ତାଙ୍କୁ ସଂସଦୀୟ ମନ୍ତ୍ରୀ ମଧ୍ୟ କରାଯାଇଛି। ଯେଉଁମାନଙ୍କୁ ବିଭିନ୍ନ ବିଭାଗ ଦିଆଯାଇଛି ତାହା ହେଲା..

ତେବେ ନବୀନ ଯେଉଁମାନଙ୍କୁ ପୁଣି ଥରେ ମନ୍ତ୍ରୀ ଭାବେ ନେଇଛନ୍ତି ସେମାନଙ୍କୁ ପ୍ରାୟ ସେହି ପୁରୁଣା ବିଭାଗ ମଧ୍ୟ ଦେଇଛନ୍ତି। ସମୀର ରଂଜନ ଦାସଙ୍କୁ ଗଣଶିକ୍ଷା, ପ୍ରଫୁଲ ମଲ୍ଲିକଙ୍କୁ ଇସ୍ପାତ, ନବ ଦାସଙ୍କୁ ସ୍ବାସ୍ଥ୍ୟ ବିଭାଗ ଦିଆଯାଇଛି। ତୁଷାର ବେହେରାଙ୍କୁ ଗୃହ ବିଭାଗ ମିଳିଛି।

Leave A Reply

Your email address will not be published.