mobile header

ସୀମାରେ ଦୁର୍ଘଟଣା, ଡ୍ରାଇଭର ଓ ହେଲପର ଗୁରୁତର, ସିଆରପିଏଫ ଯବାନ ସାଜିଲେ ଦେବଦୂତ

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସୀମାବର୍ତ୍ତୀ ତେମେଲୱାଡା ଗ୍ରାମ ନିକଟରେ ଗୋଟିଏ ଟିପର୍ ଧକ୍କା ହୋଇ ଡ୍ରାଇଭର ଏବଂ ହେଲପର ଗୁରୁତର ଭାବେ ଆହତ ହୋଇଛନ୍ତି | ଘଟଣା ସ୍ଥଳରେ ସିଆରପିଏଫ ୭୪ ବାଟାଲିୟନ ଯବାନ ମାନେ ଦେବଦୂତ ପହଂଚି ଆହାତ ଗାଡି ଚାଳକ ଓ ହେଲପର ଙ୍କୁ ଆମ୍ବୁଲାନ୍ସ ଯୋଗେ ଦୋରନାପାଲ ଡାକ୍ତରଖାନା କୁ ଅଣାଯାଇଛି। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅପେକ୍ଷାକୃତ ସୁଧାର ହୋଇଥିବା କୁହାଯାଉଛି।

Leave A Reply

Your email address will not be published.