
ଆଜି ଗୁଡଭେଳୀପଦର୍ ପଞ୍ଚାୟତ ଅନ୍ତର୍ଗତ ପୁରୁଣlପାଣି ଗ୍ରାମରେ ଆସନ୍ତାତା ୧୯,୦୬.୨୦୨୨ ରିଖ ରବିବାର ଦିନ ସାପ୍ତାହିକ ବଜାର କରିବା ପାଇଁ ସ୍ଥିର କରାଗଲା ଉକ୍ତ ବୈଠକ ଦେବଦତ୍ତ ସାଗର ଙ୍କ ନେତୃତ୍ୱରେ ଗୁଡ଼ଭେଳିପଦର୍ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ରମେଶ ପ୍ରସାଦ ମିଶ୍ର, ପୂର୍ବତନ ସରପଂଚ ବିଭୁତିଭୂଷଣ ମିଶ୍ର , ବିଚଣପାଟି ମେମ୍ବର, ଖଇରମାଳ ମେମ୍ବର, ଭୂର୍କିପଡ଼ା ମେମ୍ବର, କିରିକିଚିପାଳି ମେମ୍ବର, ମହାବୀର କ୍ଲବ୍ ସଭାପତି ସଞ୍ଜୟ ପାତ୍ର, ସମ୍ପାଦକ ନବୀନ ଜାଲ, ବୁଲୁ ଦେହୁରୀ, ଭାଗିରଥି ସାହୁ, ସଞ୍ଜୀବ ଭୋଇ ଏବଂ ବିଭିନ୍ନ ଗ୍ରାମର ସମାଜସେବୀ ଉପସ୍ଥିତ ଥିଲେ