mobile header

ବୌଦ୍ଧ: ମନ ମୁଣ୍ଡା ଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କଲେ ମନ ମୁଣ୍ଡା ଅଞ୍ଚଳବାସୀ।

ବୌଦ୍ଧ:ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ତୃତୀୟ ଥର ସ୍ଥାନ ପାଇଥିବା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଙ୍କୁ ଆଜି ମନ ମୁଣ୍ଡା ଠାରେ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଜଙ୍ଗଲ,ପଂଚାୟତରାଜ ଓ ସୂଚନା ଲୋକ ସମ୍ପର୍କ ଭଳି ବିଭାଗର ଦାୟିତ୍ବ ମିଳିବା ପରେ ଆଜି ବୁଧବାର ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନ ,ରାଜନେତା ଓ ସାଧାରଣ ଜନତା ମନ ମୁଣ୍ଡା ରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାସୁଦେବ ପାଲି ,ମନ ମୁଣ୍ଡା ,ଦେଉଳି ଓ ଆଖପାଖ ଅଂଚଳର ବହୁତ୍ ଜନ ସାଧାରଣ ଉପସ୍ଥିତ ହୋଇଥିଲେ।

Leave A Reply

Your email address will not be published.