mobile header

ସାମ୍ବାଦିକ ଙ୍କ ବାପା ନିରୁଦିଷ୍ଟ


ଫୁଲବାଣୀ -16/6
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳ ରଜଣାଶୁଣା ସାମ୍ବାଦିକ ବିପ୍ର ଚରଣ ସାହୁ ଙ୍କ ପିତା ବନମାଳୀ ସାହୁ,ବୟସ-୭୭ଗତ କିଛି ଦିନ ହେଲା. ନିଖୋଜ ହୋଇଯାଇଛନ୍ତି l
ବନମାଳି ଭୁବନେଶ୍ୱର ଡୁମୁଡୁମା ରେ କିଛି ମାସ ହେଲା ବିପ୍ର ଚରଣ ଙ୍କ ସାନଭାଇ ଘରେ ରହୁଥିଲେ । ବନମାଳୀ ଗତ ଶନିବାର ଦିନଠାରୁ ଘରେ କାହାକୁ କିଛି ନଜଣାଇ କୁଆଡ଼େ ପଳେଇଛନ୍ତି । ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟଘର ସମେତ ଅନେକ ସ୍ଥାନ ଖୋଜିବା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ l ଏଣୁ କୌଣସି ସହୃଦୟ ଵ୍ୟକ୍ତି ବିଶେଷ ସନ୍ଧାନ ପାଇଲେ ବିପ୍ର ଚରଣ ସାହୁ, ସାମ୍ବାଦିକ, ବାଲିଗୁଡା, ଜିଲ୍ଲା -କନ୍ଧମାଳ, ମୋବାଇଲ ନମ୍ବର 7008873500 ରେ ଯୋଗାଯୋଗ କରିବାଲାଗି ସାମ୍ବାଦିକ ସାହୁ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.