mobile header

ପରିବେଶ ସୁରକ୍ଷା ରେ ଉଲ୍ଳେଖ ନୀୟ ଅବଦାନ, କନ୍ଧମାଳ ର ୬ ଟି ଅନୁଷ୍ଠାନ ପାଇଲେ ପ୍ରକୃତିମିତ୍ର

ଫୁଲବାଣୀ -19/6 ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ସଚେତନତା ସୃଷ୍ଟି ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳ ଜିଲ୍ଲାର ୬ ଟି ବିଭିନ୍ନ ଅନୁଷ୍ଠାନ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି lରାଜ୍ୟ ଜଙ୍ଗଲ, ପରିବେଶ, ଓ ଜଳ ବାୟୁ ପରିବର୍ତନ ବିଭାଗ ପକ୍ଷରୁ ରାଜଧାନୀ ରରବିନ୍ଦ୍ରମଣ୍ଡପ ଠାରେ ଆୟୋଜିତ ସମରୋହରେ ପୁରସ୍କୃତ କରାଯାଇଥିଲା lସାରl ରାଜ୍ୟ ରେ.ପରିବେଶ ସଚେତନତା ପାଇଁ ଦୁଇଶହ ଅନୁଷ୍ଠାନ କୁ ପୁରସ୍କୃତ କରାଯାଇଥିଲା lଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତନ ବିଭାଗ ଅତିରିକ୍ତ ଶାସନ ସଚିବ ଡ଼. ମୋନା ଶର୍ମା ମୂଖ୍ୟ ଅତିଥୀ ରୂପେ ଯୋଗ ଦେଇଥିଲେ lକନ୍ଧମାଳ ର ୬ ଟି ଅନୁଷ୍ଠାନ ହେଲା ଟିକାବାଲି ବ୍ଲକ ବୁର୍ବିନାଯୁ ରଉଚ୍ଚପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ ସୁଗଡ଼ବାଡ଼ି, ରାଇକିଆ, ଆମ୍ବେଦକର ଯୁବକ ସଙ୍ଘ, କୋଟଗଡ଼, ସେବାଶ୍ରମ ଜି. ଉଦୟଗିରି, ଭି ଏସ ଏସ କୁମୁରୀଗୁଡା, ଫୁଲବାଣୀ, ଭି ଏସଏ ସ, ଦଳପଡା, ଖଜୁରୀପଡା ଅନ୍ତର୍ଗତ l

Leave A Reply

Your email address will not be published.