mobile header

୧୯୮୯ରେ ପୋପଙ୍କୁ ଭେଟିଥିଲେ ଗିରିଧର ଗମାଙ୍ଗ : ଭାଟିକାନରେ ଭେଟି ଦେଇଥିଲେ ଡ଼ୋନବସ୍କୋ ପୋଷ୍ଟେଜ ଷ୍ଟାମ୍ପ

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମଧ୍ୟ ପୋପକୁ ଭେଟିଥିଲେ । ଟେଲିକମ୍ ମନ୍ତ୍ରୀ ଥିବା ବେଳେ ଇଟାଲୀ ଗସ୍ତରେ ଯାଇ ଭାଟିକାନରେ ପୋପଙ୍କୁ ଭେଟିଥିବା ନେଇ ସେ ସୂଚନା ଦେଇଛନ୍ତି । ୧୯୮୯ ମସିହାରେ ପୋପ ‘ଜନପଲ- ଟୁ’ଙ୍କୁ ଭେଟିଥିବା ନେଇ କହିଛନ୍ତି । ଭାଟିକାନରେ ଭେଟି ତାଙ୍କୁ ଡ଼ୋନବସ୍କୋ ପୋଷ୍ଟେଜ ଷ୍ଟାମ୍ପ ଦେଇଥିଲେ ଗିରିଧର ଗମାଙ୍ଗ

Leave A Reply

Your email address will not be published.