mobile header

ମରାମତି କାର୍ଯ୍ୟ ନିରୀକ୍ଷଣ

ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଉପଜିଲ୍ଲାପାଳ ସନତ କୁମାର ନାଏକ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ବରିଷ୍ଠ ରାଜସ୍ୱ ସହାୟକ ସର୍ବେଶ୍ୱର ଦାନୀ, କର୍ମଚାରୀ ପ୍ରଦୀପ୍ତ କୁମାର ନାୟକ, ବରିଷ୍ଠ ରାଜସ୍ୱ ସହାୟକ ତହସିଲ କାର୍ଯ୍ୟାଳୟ ଦେବ ରଞ୍ଜନ ମିଶ୍ର ପରିଚାଳନା କମିଟି ର ସଭ୍ୟ ବିଜୟ କୁମାର ମିଶ୍ର, ପୂଜକ ବିଭୁ ରଞ୍ଜନ ପଣ୍ଡା, ଉପ -ଜ଼ିଲ୍ଲାପାଳ ସନତ କୁମାର ନାୟକ ପ୍ରମୁଖ ଜଗନ୍ନାଥ ମନ୍ଦିର ଏବଂ ମାଉସୀ ମା ମନ୍ଦିର ପରିସର, ରଥ ମରାମତି କାର୍ଯ୍ୟ ନିରୀକ୍ଷଣ କରିଥିଲେ l ରଥ ମରାମତି କାର୍ଯ୍ୟ ଶେଷ ପର୍ଯ୍ୟl ୟ ରେ ପହଂଚି ବା ବେଳେ ପ୍ରଶାସନିକ କାର୍ଯ୍ୟ ରେ ମଧ୍ୟ ତତ୍ପରତା ଦେଖାଇଛନ୍ତି ସମସ୍ତ ଅଧିକାରୀ ଏବଂ କର୍ମଚାରୀ l

Leave A Reply

Your email address will not be published.