ପଡିଆ – ରାଜସ୍ଥାନ ର ଉଦୟପୁର ଠାରେ ନୁପୁର ଶର୍ମା ଙ୍କ ସାମର୍ଥକ କହ୍ନେୟା ଲାଲ ଙ୍କ ଗଳା କଟି ହତ୍ୟା ଘଟଣା କୁ ତୀବ୍ର ବିରୋଧ କରି ପଡିଆ ସମସ୍ତ ହିନ୍ଦୁ ସଂଗଠନ ତୀବ୍ର ବିରୋଧ କରି ଏକ ବିରାଟ ଶୋଭାଯାତ୍ରା ବାହାରି ପଡିଆ ନଗର ଭ୍ରମଣ କରିଥିଲେ । ଆଜି ପଡିଆ ସାମୁହିକ ହିନ୍ଦୁ ସଂଗଠନ ତରଫରୁ ରାଜସ୍ଥାନ ରେ ଘଟିଥିବା କହ୍ନେୟା ଲାଲ ର ହତ୍ୟାକାରୀ କୁ ବିରୋଧ କରି ଏକ ଶୋଭା ଯାତ୍ରା ବାହାରି ନଗର ଭ୍ରମଣ କରିଛି ସେଥିପାଇଁ ସବୁ ସ୍କୁଲ,କଲେଜ ଓ ବ୍ୟାଙ୍କ ସବୁ ବନ୍ଦ ରହିଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳ ସଭାପତି ଗଣେଶ ମାଡକାମୀ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଛି l ଏହି କାର୍ଯ୍ୟକ୍ରମ ରେ ପଡିଆ ର ହିନ୍ଦୁ ସଙ୍ଗୋଟନ ଶତାଧିକ ଯୁବକ ସାମିଲ ହୋଇଥିଲେ ।
