mobile header

ସାମ୍ବାଦିକ କୁନା ଦିଗାଲ ଦେଖେଇଲେ ମହାନତା.. ରାସ୍ତା ରୂ ମନିପର୍ଶ ପାଇ ଫେରାଇଲେ


ଫୁଲବାଣୀ -11/07

ସାମ୍ବାଦିକ ତଥା ସ୍ୱେଛାସେବୀ କୁନା ଦିଗଲ ଦେଖେଇଲେ ମହାନତା lସୋମବାର ନଦୀ ଖଣ୍ଡି ସାହି ମେନରୋଡ ରୁ ମନି ପର୍ଶ ଓ ତା ସହ କିଛି ଜରୁରୀ କାଗଜ ପତ୍ର ପାଇ ତତକ୍ଷଣାତ ଠିକଣା ବାହାର କରି ହଜି ଯାଇଥିବା ବ୍ୟକ୍ତି ଙ୍କୁ କମସମୟ ମଧ୍ୟରେ ଫେରାଇ ଥିଲେ କୁନା l
ସୂଚନା ଯୋଗ୍ୟ ଯେ, କୁନା ଆଜି ଅପରାହ୍ନରେ ନଦୀ ଖଣ୍ଡି ରାସ୍ତା ରେ ଯାଉଥିବାବେଳେ ମନି ପର୍ଶ ସହ କିଛି ଜରୁରୀ କାଗଜ ପତ୍ର ପାଇଥିଲେ l
ଏସବୁ ସରମା ବେହେରା ନାମକଫୁଲବାଣୀ ବ୍ଲକ ଅଧୀନରେ କାର୍ଯ୍ୟରତ ଜଣେ ଶିକ୍ଷକ ଙ୍କ ବୋଲି ଜାଣିବାପରେ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଜିଲାପାଳ କାର୍ଯାଳୟ ସମ୍ମୁଖ କୁ ଡକାଇ ଉଚିତ ପ୍ରମାଣ ପାଇବା ପରେ ମନିପର୍ଶ ସହ ସମସ୍ତ ଡକୁମେଣ୍ଟସ ଫେରାଇ ଦେଇଥିଲେl ଫଳରେ ଶିକ୍ଷକ ବେହେରା ନିଜ ହଜିଯାଇଥିବା ସମସ୍ତ ଜିନିଷ ପାଇ ସାମ୍ୱାଦିକ ତଥା ସମାଜସେବୀ କୁନା ଦିଗଲ ଙ୍କୁ କୃତଜ୍ଞତା ଜଣାଇଥିଲେ l କୁନା ଙ୍କ ଏଭଳି କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଇଛି l

Leave A Reply

Your email address will not be published.