mobile header

ମାଲକାନଗିରି ସମବାୟ ସମିତି ସଭାପତି ପଦ ନିର୍ବାଚନ ରେ ଉଦୟ ନାଥ ଙ୍କ ବିଜୟ


ମାଲକାନଗିରି:- ଆଜି ବିଜେଡି ସମର୍ତିଥ ମାଲକାନଗିରି ସମବାୟ ସମିତି ନିର୍ବାଚନ ରେ ବିଜୁ ଜନତା ଦଳର ବରିଷ୍ଠ ନେତା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମିଙ୍କ ନେତୃତ୍ୱ ରେ ଉଦୟ ନାଥ ବୁରୁଦା 15 ଟି ରୁ 11ଖଣ୍ଡୀ ଭୋଟ ପାଇ ସଭାପତି ଭାବେ ଜୟଯୁକ୍ତ ହୋଇଛନ୍ତି,ଏହି ଅବସରରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଶ୍ରମତି ଗୌରି ପଡିଆମି,ମାଲକାନଗିରି ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ବାରିକ ଙ୍କ ସହ ଜ଼ିଲ୍ଲା ଉପସଭାପତି ହୃଦାନନ୍ଦ ସାହୁ, ଜ଼ିଲ୍ଲା ସମ୍ପାଦକ ଡନେଲ ପଟଲା,ସମ୍ପାଦକ ଦାସରଥୀ ବେହେରା,ଜ଼ିଲ୍ଲା ମହିଳା ଶୋଭାନେତ୍ରୀ ସୁକାନ୍ତି ବୁରୁଦା, ପୂର୍ବତନ ବ୍ଲକ ସଭାପତି ସର୍ବ କୁମାର ବିଶଇ, ପୂର୍ବତନ ଜ଼ିଲ୍ଲା ପରିଷଦ ଉପସଭାପତି ବଂଶୀ ମୁଦୁଲି, ଜ଼ିଲ୍ଲା ଯୁବ ଉପସଭାପତି କଣ୍ଟେଶ୍ୱର ପଟଲା,ୱାର୍ଡ଼ କାଉଶୀଲର ପେଣ୍ଡ୍ରl ପ୍ରସାଦ ପଣ୍ଡା, କାଉଶୀଲର ରାଜୀବ ଲଚନ ସୀସା,କାଉଶୀଲର ତ୍ରିମାଲା ନାୟକ,ବରିଷ୍ଠ କର୍ମୀ ଲାଚନା ରାଓ,ସମର ପୋଟଳା, ହରି ମାଢ଼ି,ନୀଳକଣ୍ଠ ଝାଲା,ରମେଶ ପଡିଆମି, ସରୋଜ ମହାନ୍ତି, ନାଥନ ବାଲା ପ୍ରମୁଖ ଉପସ୍ତିତ ଥିଲେ |

Leave A Reply

Your email address will not be published.