mobile header

ବିଜେପି ମାଲକାନଗିରି ଜିଲ୍ଲା କାର୍ଯ୍ୟକାରିଣୀ; ୦୮ଟି ରାଜନୈତିକ ଚିଠା ପ୍ରସ୍ତାବ ଉପରେ ବାଜିଲା ମୋହର ।

୧୩/୦୭/୨୦୨୨
ମାଲକାନଗିରି
ଭାରତୀୟ ଜନତା ପାର୍ଟି ମାଲକାନଗିରି ଜିଲ୍ଲା ବାଲିମେଳ। ଏନ.ଏ.ସି ଟାଉନ ହଲ ଠାରେ ଜିଲ୍ଲା ସଭାପତି ଶ୍ରୀ ନିମାଇଁ ଚନ୍ଦ୍ର ପାଲ ଙ୍କ ଅଦକ୍ଷତାରେ ଚତୁର୍ଥ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଗଠନିକ ସାଧାରଣ ସମ୍ପାଦକ ଶ୍ରୀ ମାନସ ମହାନ୍ତି ଯୋଗ ଦେଇଥିବା ବେଲେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝି, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୁର୍ବତନ ଜିଲ୍ଲାସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପରିଡା, ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପଦୁ ମାଝି, ଜିଲ୍ଲା ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଜୋସେପ୍ହ ଦିଲୀପ, ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଦଶରଥ ପଡିଆମୀ, ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ ବିଶାଲ, ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ସମ୍ପାଦକ ନବଘନ ଲକେଇ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୟ ସରକାର, ବାଲିମେଲା ନଗର ମଣ୍ଡଲ ସଭାପତି ସୁଭାସିଶ କର, ବିଜେପି ସମସ୍ତ ମଣ୍ଡଲ ସଭାପତି,ପୁର୍ବତନ ବ୍ଳକ ଅଧ୍ୟାଷା ସାବିତ୍ର ପଡିଆମୀ, ପୁର୍ବତନ ଜିଲ୍ଲାପରିଷଦ ସମିର ମିସ୍ତ୍ରୀ, ମହିଲା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଦେବି ମାଡି, ବାଲିମେଲା ଏନ.ଏ.ସି ବିଜେପି ୱାର୍ଡ କାଉନସିଲର, ଏବଂ ସମସ୍ତ ଜୈଷ୍ଠ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.