mobile header

ପୁଣି ମାଡ଼ିଲାଣି ସଂକ୍ରମଣ କନ୍ଧମାଳ ଜିଲ୍ଲାରେ ଆଜି ୬ ନୁତନ ପଜିଟିଭ ଚିହ୍ନଟ

ଫୁଲବାଣୀ-17/07 ରବିବାର କନ୍ଧମାଳ ଜିଲ୍ଲାରେ ପୁଣି ୬ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଗତକାଲି ଶନିବାର ୫ ନୂଆପଜିଟିଭ କୁ ମିଶାଇ ଏଯାଏ ପଜିଟିଭ ସଂଖ୍ୟା ୧୭ ରେ ପହଞ୍ଚିଛି ।ଜିଲ୍ଲା ପ୍ରଶାସନ ର କଟକଣା ନଥିବା ରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି lକେହି ବି କୋରାନା କଟକଣା ମାନୁନାହାନ୍ତି lଫଳରେ ଆଗକୁ କୋରାନା ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିଵା ଆଶଙ୍କା ରହିଛି lଏଣୁ ପ୍ରଶାସନ ସଜାଗ ହୋଇ ଗ୍ରାମ ରୂ ସହର ଯାଏ କୋରାନା ସଚେତନ ତା ସୃଷ୍ଟି କରିବାକୁ ଦାବୀ ହେଉଛି l ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣପ୍ରତି ସତର୍କ ଦୃଷ୍ଟିରଖିବା ଜରୁରୀ l

Leave A Reply

Your email address will not be published.