mobile header

ଲଗାଣ ବର୍ଷା ରେ ଘାଟି ରେ ମାଟିଅତଡା ଖସୁଛି

ଫୁଲବାଣୀ -17/07 ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲା ରେ ଲଗାଣ ବର୍ଷା ଫଳରେ ଏବେ ଜିଲାରେ ଥିବା ବିଭିନ୍ନ ଘାଟୀରୁ ମାଟି ଅତଡ଼ା ସହ ବଡ଼ବଡ଼ ପଥର ମାନ ଖସୁଛି lଫଳରେ ଗାଡିମଟର ଯା ଆସ କରିବାରେ ବାଧା ସୃଷ୍ଟି ହେଉଛି lଜୀଲାର ସବୁଠୁ ବଡ଼ବ୍ରହ୍ମପୁର ଯିବା କଳିଙ୍ଗlଘାଟି ହେଉ ବୋୖଧ ଯିବା ରାସ୍ତାରେ ରାଣୀପଥର, ଭୁବେନେଶ୍ୱର ରାସ୍ତା ରେ ମାଧ ପୁର, କୁଡୁକି, ତୁମୁଡିବନ୍ଧ ଓ ବେଲଘର ସାରଙ୍ଗଡ଼, ଆଦି ଘାଟି ରେ ମାଟି ଅତଡ଼ା ଖସୁଥିବାରୁ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି lଏ ସବୁ ସଫା କରିବାରେ ବିଳମ୍ବ ହେଉଛି lବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟୁଛି lଏ ଦୃଶ୍ୟ ରାଣୀପଥର ଘାଟି ଅଞ୍ଚଳ ର lଗାଡି ମଟର ଚାଳକ ମାନେ ସତର୍କତା ଅବଲମ୍ବନ କରି ଗାଡି ଚଳାଇବା ପାଈଁ ପରିବହନ ବିଭାଗ ପରାମର୍ଶ ଦେଇଛି l

Leave A Reply

Your email address will not be published.