mobile header

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ମଙ୍ଗଳବାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଦେବଯାନୀ ଭୁଇଁଆ ବିଡିଓ ଉଦଳା । ସେ ଏବେ ବରଗଡ଼ ଜିଲ୍ଲା ବିଜେପୁରର ବିଡିଓ ଭାବେ ନିଯୁକ୍ତ ହୋଇଛନ୍ତି । ବେତନଟି ବିଡିଓ ସଂଗ୍ରାମ କେଶରୀ ପରିଡ଼ା ବରଗଡ଼ ଜିଲ୍ଲା ବରପାଲୀ ବିଡିଓ ଭାବେ ନିଯୁକ୍ତ ପାଇଛନ୍ତି । ବରପାଲି ବିଡିଓ ତ୍ରି ବିକ୍ରମ କୁମାର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଡିଓ ଭାବେ ନିଯୁକ୍ତ ପାଇଛନ୍ତି । ସେହିପରି ତାଳଚେର୍ ବିଡିଓ ଶିବଶଙ୍କର ମିଶ୍ର ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଭାବେ ନିଯୁକ୍ତ ପାଇଛନ୍ତି । ଉପଜିଲ୍ଲାପାଳ ଚିନ୍ମୟ ଚେତନ ଦାଶ ଅନୁଗୁଳ ଜିଲ୍ଲା ତାଳଚେର ବିଡିଓ ଭାବେ ନିଯୁକ୍ତ ହୋଇଛନ୍ତି । ବାଙ୍ଗିରିପୋଷୀ ତହସିଲଦାର ସତ୍ୟବାନ ନାୟକ ବାଙ୍ଗିରିପୋଷୀ ବିଡିଓ ହୋଇ ନିଯୁକ୍ତ ହୋଇଛନ୍ତି । ଶାରସକଣା ତହସିଲ୍ ଦାର୍ ଲାଲାଟେନ୍ଦୁ ସାଇ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବିଡିଓ ଭାବେ ବଦଳୀ ହୋଇଛନ୍ତି । ରାଇରଙ୍ଗପୁର ତହସିଲ୍ ଦାର୍ ଯୋଗରଞ୍ଜନ ନାୟକ ମୟୁରଭଞ୍ଜ ଜିଲ୍ଲା ବିଜାଟୋଳ ବିଡିଓ ହୋଇଛନ୍ତି । ସେହିପରି ଗନ୍ଦିଆ ବିଡିଓ ଆଶିଷ ରଞ୍ଜନ ସାହୁ ଢ଼େଙ୍କାନା ଜିଲ୍ଲା ଗନ୍ଦିଆ ବିଡିଓ ଭାବ ବଦଳୀ ହୋଇଛନ୍ତି । ବାଲିକୁଦା ବିଡିଓ କଲ୍ୟାଣ ସୌରଭ ଦାଶ, ଢ଼େଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ବିଡିଓ ହୋଇଛନ୍ତି । ବାଲିଗୁଡ଼ା ବିଡିଓ ଜଗଦିଶ ଷଢ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ଭିଡିଓ ହୋଇ ନଯୁକ୍ତ ହୋଇଛନ୍ତି । ସେହିପରି କରଞ୍ଜିଆ ବିଡିଓ ସିବାଶିଷ ବରାଳ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ବିଡିଓ ହୋଇ ନିଯୁକ୍ତ ହୋଇଛନ୍ତି । କୋଟଗଡ଼ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଗଞ୍ଜାମ ଜିଲ୍ଲା ପୋଲସରା ବିଡିଓ, ବେଲଗୁଣ୍ଠା ବିଡିଓ ଶଶି ଭୁଷଣ ମହାପାତ୍ର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଭିଡିଓ, ଫିରିଙ୍ଗିଆ ତହସିଲ ଦାର ପୁନମ ରାଉତ ଜଳେଶ୍ୱର ବିଡିଓ ହୋଇ ନିଯୁକ୍ତ ହୋଇଛନ୍ତି । ସେହିପରି କର୍ଲାମୁଣ୍ଡା ତହସିଲ ଦାର୍ ବାସନ୍ତୀ ସେଠୀ କଳାହାଣ୍ଡି ଜିଲ୍ଲା ନର୍ଲା ବିଡିଓ, କନ୍ଧମାଳ ଜିଲ୍ଲା କେ. ନୁଆଗାଁ ବିଡିଓ ଶରତ ଚନ୍ଦ୍ର ପାତ୍ର ବାଲିଗୁଡ଼ା ବିଡିଓ, ଦଶପଲ୍ଲା ବିଡିଓ ବିଶ୍ୱରଞ୍ଜନ ବିଶ୍ୱାସ କଟକ ଜିଲ୍ଲା ବାରଙ୍ଗ ବିଡିଓ ହୋଇ ବଦଳୀ ହୋଇଛନ୍ତି ।
ହିନ୍ଦୋଳ ବିଡିଓ ଏବଂ ଟାଙ୍ଗୀ ତହସିଲ୍‌ଦାର କ୍ଷିରବାଡ଼ି ତନୟା ସାହୁ ଖୋର୍ଦ୍ଧା ବିଡିଓ ହୋଇ ବଦଳୀ ହୋଇଛନ୍ତି । ଚେଣ୍ଡିପଦା ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଡିଓ ହୋଇଛନ୍ତି । ଦିଗପହଣ୍ଡୀ ବିଡିଓ ହଳଧର ଗଞ୍ଜାମ ଜିଲ୍ଲା ଚିକିଡି ବିଡିଓ, ଗଞ୍ଜାମ ବିଡିଓ ବିଶ୍ୱଜିତ୍ ରାୟ ଗଞ୍ଜାମ ଜିଲ୍ଲା ରଙ୍ଗେଇଲଲୁଣ୍ଡା ବିଡିଓ, ରରୁଆଁ ବିଡିଓ ପଲ୍ଲବୀ ସ୍ୱାଇଁ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବିଡିଓ । ସେହିପରି ଇଓ, ଏନ୍‌ଏସସି ପଦ୍ମପୁର ଜୟନ୍ତ ସାହୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବିଡିଓ ହୋଇ ନିଯୁକ୍ତ ହୋଇଛନ୍ତି । ନାରୟଣପାଟଣା ତହସିଲ୍‌ଦାର୍ ଅକ୍ଷୟମିତ କାର୍ତ୍ତିକ କୋରାପୁଟ୍ ଜିଲ୍ଲା ନାରାୟଣପାଟଣା ବିଡିଓ, ନବରଙ୍ଗପୁର ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା କୋଷମଗୁଡ଼ା ବିଡିଓ ହୋଇ ନିୁକ୍ତ ହୋଇଛନ୍ତି । ସେହିପରି ମନୋଜ ସ୍ୱାଇଁ ଦାଶ ସୁନ୍ଦରଗଡ଼ ଜିଲ୍ଲା ଲାଠିକାଠ ବିଡିଓ, ଏକ୍ସ-ଇଓ ବରପାଲି ଏନ୍‌ଏସି ଏବଂ ଡିସି ବ୍ରହ୍ମପୁର ପ୍ରମୋଦ ଚନ୍ଦ୍ର ମେହେର ବରଗଡ଼ ଜିଲ୍ଲା ଅତାବିରା ବିଡିଓ ହୋଇଛନ୍ତି । ଅତାବିରା ବିଡିଓ ବିଶ୍ୱନାଥ ସାହୁ ବରଗଡ଼ ଜିଲ୍ଲା ରାଜବୋସମ୍ବର ବିଡିଓ ହୋଇଛନ୍ତି ।
ସେହିପରି ବିଜେପୁର ବିଡିଓ ତ୍ରୁପ୍ତି ବରାଇ ସୁନ୍ଦରଗଡ଼ ଉପଜିଲ୍ଲାପାଳ ହୋଇ ବଦଳୀ ହୋଇଛନ୍ତି । କଙ୍କଡ଼ାହାଡ଼ ବିଡିଓ ବୁଲଽୁଲ୍ ବେହେରା ଟାଙ୍ଗୀ ତହସିଲ୍‌ଦାର ହୋଇ ବଦଳୀ ହୋଇଛନ୍ତି । ଚିଲିକା ବିଡିଓ ସୁଷମା ବାରିକ ସରବିସ୍ ରିଭେଟଡ୍ ଆର୍ ଏବଂ ଡିଏମ୍ ଇଡକୋକୁ ବଦଳୀ ହୋଇଛନ୍ତି । ଭୁବନ ବିଡିଓ ଆର୍ଶିବାଦ ପରିଡ଼ା ଏଚ୍ ଆଣ୍ଡ ୟୁଡିକୁ ବଦଳୀ ହୋଇଛନ୍ତି । କୁକଡ଼ାଖଣ୍ଡି ବିଡିଓ ତନ୍ମୟ ରଞ୍ଜନ ଜେନା ଯାଜପୁର ଉପଜିଲ୍ଲାପାଳ ହୋଇ ବଦଳୀ ହୋଇଛନ୍ତି । ବାରଙ୍ଗ ବିଡିଓ ପ୍ରଭାକର ପଣ୍ଡା ଆର୍ ଏବଂ ଡିମ୍ ଡିପାର୍ଟମେଣ୍ଟକୁ ବଦଳୀ ହୋଇଛନ୍ତି । ରାଜବୋରକସମ୍ଭା ବିଡିଓ ଶଙ୍କରସନ ବେହେରା ଆର୍‌ଡିସି ସଚିବ ସମ୍ବଲପୁରକୁ ବଦଳୀ ହୋଇଛନ୍ତି ।

Leave A Reply

Your email address will not be published.