mobile header

ବ୍ଲକ ସ୍ତରୀୟ ବ୍ୟାଙ୍କରସ ସମିତି ବୈଠକ ଓ ସମନ୍ୱୟ ମେଳା


ଫୁଲବାଣୀ -20/07

ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅନୁକୁଲ୍ୟରେ ଫୁଲବାଣୀ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବ୍ୟାଙ୍କରସ ସମିତି ବୈଠକ ଓ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଫୁଲବାଣୀ ବ୍ଲକ ବିଡ଼ିଓ ଶାନ୍ତନୁ ନାୟକ ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ସମ୍ମା ନିତ ଅତିଥୀ ଭାବେ ଆର୍ଥିକ ଅନ୍ତର୍ଭୁକ୍ତି କରଣ ପରାମର୍ଶଦl ତା ଅଭିରାମନନ୍ଦ ଙ୍କ ସମେତ ସମସ୍ତ ବ୍ୟାଙ୍କ ଅଧିକାରୀ ମାନେ ଉପସ୍ଥିତ ରହିବ୍ଲକ ଓ ମୁନିସିପାଲିଟି ର ୬୫ ଟି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧ କୋଟି ୯୯ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା l ଜୀବିକା ମିଶନ ପରିଚାଳିକା
ସବିତା ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ଅନ୍ୟମାନଙ୍କ ବାସନ୍ତୀ ଖୁଣ୍ଟିଆ, ମାନିନୀ ନାୟକ, ଦେବଦତ ଧୀର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.