xmas

ସୋନିଆ ଗାନ୍ଧୀ ଇଡି ରେ ଜେରା ପ୍ରତିବାଦ ରେ ଜିଲ୍ଲା କଂଗ୍ରେସ କମିଟି ର ବିକ୍ଷୋଭ ପ୍ରଦର୍ଶନ।

ମାଲକାନଗିରି: ନେସନାଲ ହେରାଲ୍ଡ ମାମଲା ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଙ୍କୁ ଇଡି ରେ ହାଜର ହୋଇଛନ୍ତି। ସୋନିଆ ଗାନ୍ଧୀ ଙ୍କୁ ଇଡି ର ଡାକରା ପ୍ରତିବାଦ ରେ ସାରା ଦେଶ ରେ କଂଗ୍ରେସ ପୋକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପୋକ୍ଷ ରୁ ମଧ୍ୟ ପ୍ରତିବାଦ ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାର ଙ୍କ ବିରୋଧ ରେ ନାରାବାଜି କରିବା ସହ ରାସ୍ତା ରୋକ୍,କେତେ ଘଣ୍ଟା ଧରି ଚକା ଜ।ମ କରିବା ସହ ଆନ୍ଦୋଳନ କୁ ତୀବ୍ର ତୋର କରାଯାଇଥିଲା ।ଏଥିରେ ମହିଳା କଂଗ୍ରେସ,ଯୁବ କଂଗ୍ରେସ କର୍ମୀ ମାନେ ପ୍ରତିବାଦ ରେ ସାମିଲ ହୋଇଥିଲେ ।ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଜି ଶ୍ରୀନିବାସ ରାଓ,କେଶୁ ରାଓ,ପଦ୍ମ ଚରଣ ପାଙ୍ଗି, ପ୍ରାଣ କୃଷ୍ଣ ମଣ୍ଡଳ,ଡି ଚିନା ରାଓ,ପ୍ରଭାକର ପାଳ ପ୍ରମୁଖ କଂଗ୍ରେସ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ

Leave A Reply

Your email address will not be published.