xmas

ସର୍ପାଘାତ ରେ ଶିଶୁ ମୃତ

ଫୁଲବାଣୀ -23/07
ଶନିବାର କନ୍ଧମାଳ ଜିଲା ଚକାପାଦ ଥାନା ଅନ୍ତର୍ଗତ ବ୍ରାହ୍ମଣପାଦ ପଂଚାୟତ ର ସୁଵଳୀୟା ଗ୍ରାମ ରେ ସର୍ପାଘାତ ରେ ଜଣେ ଶିଶୁ ରମୃତ୍ଯୁ ଘଟିଛିl ମୃତ ଶିଶୁ ଜଣଙ୍କ ଉଦୟ ନାଥ ପ୍ରଧନ ଙ୍କ ୭ ବର୍ଷ ର ଝିଅ ଶର୍ମିଷ୍ଠା ପ୍ରଧାନ ବୋଲି ଜଣାପଡିଛି l
ଶର୍ମିଷ୍ଠା ଘରେ ଶୋଇଥିବା ବେଳେ ବିଷାକ୍ତ ସାପ ମାରିଦେବା ଫଳରେ ସେ ଗୁରୁତର ହୋଇପଡ଼ିଥିଲାl ପରିବାର ଲୋକେ ଚିକିତ୍ସା ପାଈଁ ତାକୁ
ବ୍ରାହ୍ମଣପାଦ ଡାକ୍ତର ଖାନା କୁ ନେଇଥିଲେ ତେଵେ ତାର ମୃତ୍ଯୁ ଘଟିଥିଲା lଫଳରେ ପରିବାର ରେ ଶୋକରଛାୟା ଖେଳିଯାଇଥିଲା
ମୃତକଙ୍କ ପରିବାର କୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସି ଦାବୀ କରିଛନ୍ତି l

Leave A Reply

Your email address will not be published.