mobile header

ବିଜେଡିର ମାରାଥନ ପ୍ରଚାର

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଅବସରରେ ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ନେତୃତ୍ବରେ ଆଜି ୨ନଂ ଜୋନ୍ ର ୩ଟି ପଞ୍ଚାୟତରେ ଦଳୀୟ ପର୍ଯ୍ୟବେକ୍ଷକ ମାନ୍ୟବର ବିଧାୟକ ବରଗଡ଼ ଦେବେଶ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ବାଲେଶ୍ଵର ଶୋରୁପ୍ ଦାସ, ଶିଶିର ପରିଜା, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି, ଦଳୀୟ ନେତୃମଣ୍ଡଳୀଙ୍କ ଗହଣ ଗସ୍ତ କରି ବିଜୁ ଜନତା ଦଳର ବିଧାୟକା ପ୍ରାଥିନି ବର୍ଷା ସିଂ ବରିହାଙ୍କ ପାଇଁ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି।

Leave A Reply

Your email address will not be published.