mobile header

ଟିକି ଭାରୋତ୍ତୋଳନରେ ସ୍ଵର୍ଣ୍ଣ ପଦକ ବିଜେତା

କୋଟପାଡ: କୋରାପୁଟ ଜିଲ୍ଲା କୋଟପାଡ ସହରର ଟିକି ସାହୁ ରାୟଗଡ଼ା ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି l ସେଥି ପାଈଁ କୋଟପାଡ ସହରରେ ଖୁସିର ବାତାବରଣ ଖେଳିଯାଇଛି l ଏହାକୁ ରାୟଗଡ଼ା ଲକ୍ଷ୍ମଣ ନାୟକ କ୍ରୀଡା ଓ ସଂସ୍କୃତି ଗ୍ରୁପ ଆୟୋଜନ କରିଥିଲେ l ଏହା ଭେଙ୍କେତେଶ୍ଵର କଲ୍ୟାଣ ମଣ୍ଡପ ଠାରେ ଅନୁସସ୍ଥିତ ହୋଇଥିଲା l ଏହି କୃତିତ୍ୱକୁ ବିଧାୟିକା ପଦ୍ମିନୀ ଦିଆନ୍, ଓକିଲ ସଂଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ, ଟାଉନ ଯୁବ କଂଗ୍ରେସ ସଭାପତି ଶଙ୍କର ପଣ୍ଡା, ବିଧାୟକ ପ୍ରତିନିଧି ପ୍ରଦୀପ ବକ୍ସି ଓ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି l

Leave A Reply

Your email address will not be published.