mobile header

ଡ୍ରାଇଭର ପ୍ରେମରେ ରେଲ୍‌ୱେ ଇଞ୍ଜିନିୟରଙ୍କ ପତ୍ନୀ, ସ୍ୱାମୀଙ୍କୁ ମାରିବା ପାଇଁ ଦେଇଥିଲେ ସୁପାରୀ

ପତି, ପତ୍ନୀ ଓ ସେ । ଡ୍ରାଇଭର ପ୍ରେମରେ ରେଲ୍‌ୱେର ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ । ପରକୀୟା ପ୍ରୀତିରୁ ପାପ । ନିଜ ମଥାର ସିନ୍ଦୁର ପୋଛିବା ନିଜେ ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ସ୍ବାମୀଙ୍କୁ ସବୁଦିନ ପାଇଁ ରସ୍ତାରୁ ହଟାଇବା ପାଇଁ ୧ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ସ୍ତ୍ରୀ । ଏନେଇ ମଞ୍ଚେଶ୍ବର ଥାନାରେ ଇଞ୍ଜିନିୟର ସ୍ବାମୀ ଏତଲା ଦେଇଛନ୍ତି । ପରେ ପୋଲିସ୍‌ ଏନେଇ ଡ୍ରାଇଭରକୁ ଗିରଫ କରିଛି । ହେଲେ ସ୍ତ୍ରୀ ଓ ସୁପାରୀ କିଲର ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.