Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ହକିରେ ଭାରତ ଜିତିଲା ସ୍ୱର୍ଣ୍ଣ, ଫାଇନାଲରେ ଗୋଲ ଦେଲେ ଓଡ଼ିଆ ପୁଅ ଅମିତ ରୋହିଦାସ
ଭାରତ ୪ର୍ଥ ଥର ପାଇଁ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ଶେଷ ଥର ପାଇଁ ୨୦୧୪ରେ ସୁନା ପଦକ ଜିତିଥିଲା।
!-->!-->!-->…
ନୀରଜଙ୍କୁ କଡ଼ା ଟକ୍କର ଦେଲେ ଓଡ଼ିଆ ପୁଅ କିଶୋର ଜେନା, ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ
ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କୁ ଆଜି କିଶୋର କଡ଼ା ଟକ୍କର ଦେଇଥିଲେ। ଏକଦା ସେ ନରୀଜଙ୍କୁ ପଛରେ ପକାଇ ୧ନଂ ସ୍ଥାନକୁ ଚାଲି!-->…
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା ଏସୀୟ କ୍ରୀଡ଼ା
ହାଙ୍ଗଜୋ: ଚାଇନାର ହାଙ୍ଗଜୋଠାରେ ଏସୀୟ କ୍ରୀଡ଼ା ୨୦୨୩ ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ!-->…
୮ମ ଥର ପାଇଁ ଭାରତର ଏସିଆ ଦଖଲ, ସିରାଜ ଶ୍ରେଷ୍ଠ
ଭାରତ ପ୍ରଥମଥର ପାଇଁ ୧୯୮୪ରେ ଏସିଆ କପ ଜିତିଥିଲା। ଏହାପରେ ୧୯୮୮, ୧୯୯୦,୧୯୯୫, ୨୦୧୦, ୨୦୧୬, ୨୦୧୮ଓ ୨୦୨୩ରେ ଟ୍ରଫି ହାତେଇଛି।
!-->!-->!-->…
ଡୋପ୍ ଟେଷ୍ଟରେ ଦୂତୀ ଚାନ୍ଦ ଫେଲ୍ ; ୪ ବର୍ଷ ପାଇଁ ବାସନ୍ଦ
ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ୍ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି!-->…
ଘୋଷଣା ହେଲା ଏସିଆ କପ୍ ମ୍ୟାଚ୍ ସୂଚୀ, ସେପ୍ଟେମ୍ବର ୨ରେ ଭାରତ-ପାକ୍ ଲଢ଼େଇ
ମ୍ୟାଚ୍ ସୂଚୀ ଅନୁସାରେ ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବ। ପାକିସ୍ତାନର ମୁଲତାନରେ ଖେଳା ଯିବାକୁ ଥିବା ଉଦଘାଟନୀ ମ୍ୟାଚ୍ରେ ଘରୋଇ ଦଳ !-->…
ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୫ ଭାଇଙ୍କ କୀର୍ତ୍ତିମାନ: ଓଡ଼ିଶା କ୍ରିକେଟ୍ର ପଞ୍ଚୁ ପାଣ୍ଡବ
ଭୁବନେଶ୍ବର: କ୍ରିକେଟ୍ରେ ଭାଇ ଭାଇଙ୍କ ସଫଳତା କିଛି ପୁରୁଣା ନୁହେଁ। ବିଶେଷ କରି ଭାରତରେ ପ୍ରସିଦ୍ଧ ଭାଇ-ଭାଇ କ୍ରିକେଟର୍ଙ୍କ ମଧ୍ୟରେ!-->…
ମୁଣ୍ଡରେ ବ୍ୟାଣ୍ଡେଜ, ହାତରେ ବଲ୍!
କୁମ୍ବଲେ ଭାରତୀୟ ଦଳ ଏବଂ ପ୍ରଂଶସକଙ୍କୁ ଅନେକ ସ୍ମରଣୀୟ ମୂହୂର୍ତ୍ତ ସବୁ ଭେଟି ଦେଇଛନ୍ତି। ସେଥିରୁ ଅନେକ ଐତିହାସିକ ମଧ୍ୟ। ୧୯୯୯ରେ!-->…
ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ ଘୋଷଣା: ହାର୍ଦ୍ଦିକ ଅଧିନାୟକ,…
ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ!-->…
ସଡନ୍ ଡେଥ୍ରେ କୁଏତକୁ ମାତ୍ ଦେଇ ସାଫ କପ୍ ଜିତିଲା ଭାରତ
କୁଏତର ଅଧିନାୟକ ମାରିଥିବା ଶଟ୍କୁ ଭାରତୀୟ ଗୋଲକିପର ଗୁରପ୍ରୀତ ଅଟକାଇ ଦେଇଥିଲେ। ଫଳରେ ଭାରତ କୁଏତକୁ ୫-୪ରେ ହରାଇ ଚାମ୍ପିୟନ ହୋଇଛି।
!-->!-->…