Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ ବିଦେଶ
କଂଗ୍ରେସ ହାତରୁ ରାଜସ୍ଥାନକୁ ଛଡ଼ାଇ ନେବ କି ବିଜେପି, କ’ଣ କହୁଛି ଏକଜିଟ୍ ପୋଲ୍ ଫଳାଫଳ ଜାଣନ୍ତୁ
ରାଜସ୍ଥାନରେ ୨୦୦ଟି ବିଧାନସଭା ଆସନ ଥିବା ବେଳେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି।
ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ!-->!-->!-->…
ଏକଜିଟ୍ ପୋଲ୍: ଛତିଶଗଡ଼ରେ କ୍ଷମତା ବଜାୟ ରଖିବ କଂଗ୍ରେସ!
ଛତିଶଗଡ଼ ବିଧାନସଭାରେ ୯୦ଟି ଆସନ ରହିଛି। ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ ନମ୍ବର ହେଉଛି ୪୬।
ନୂଆଦିଲ୍ଲୀ: ଛତିଶଗଡ଼, ରାଜସ୍ଥାନ,!-->!-->!-->…
୪ ଓଡ଼ିଆଙ୍କ ସହ ବାହାରିଲେ ୩୩ ଶ୍ରମିକ
୫ଟି ପର୍ଯ୍ୟାୟରେ ମୋଟ ୩୩ ଜଣ ଶ୍ରମିକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ!-->!-->!-->…
ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡ଼ି ଶ୍ରମିକ ଫସିବା ଘଟଣା: ଏଭଳି ଥିଲା ୧୭ ଦିନର ଉଦ୍ଧାର ଅଭିଯାନ,…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ!-->…
କେମିତି ଟନେଲ ଭିତରେ ଫସିଲେ ୪୧ ଶ୍ରମିକ? କେଉଁଠି ରହିଲା ତ୍ରୁଟି?
ପ୍ରକଳ୍ପ କାମର ଦାୟିତ୍ୱ ହାଇଦ୍ରାବାଦ ଭିତ୍ତିକ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିଃ ପାଇଛି। ପୂର୍ବରୁ ମଧ୍ୟ କମ୍ପାନୀ ଏପରି ଟନେଲ କାମ!-->…
ଭାରତର ପ୍ରଥମ ମହିଳା ସୁପ୍ରିମକୋର୍ଟ ବିଚାରପତି ଏମ୍ ଫାତିମା ବିବିଙ୍କର ୯୬ ବର୍ଷ ବୟସରେ ଦେହାନ୍ତ
ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ବିଚାରପତି ଏମ୍ ଫାତିମା ବେଭିଙ୍କର ଗୁରୁବାର ୯୬ ବର୍ଷ!-->…
ସାଇକେଲରୁ ଆରମ୍ଭ ହୋଇଥିଲା ‘ସାହାରା ଶ୍ରୀ’ଙ୍କ ସଫର; ଛିଡ଼ା କରାଇଥିଲେ ସାମ୍ରାଜ୍ୟ
କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା । ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ଜୀବନ ଯେତେ ସଫଳ ସେତେ!-->…
ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ
ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବିଭିନ୍ନ!-->…
ଜମ୍ମୁକଶ୍ମୀରର ନୂଆ ଡିଜି ହେବେ ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ
ଶ୍ରୀନଗର: ୧୯୯୧ କ୍ୟାଡରର ଆଇପିଏସ୍ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଂଜନ ସ୍ୱାଇଁ ଜମ୍ମୁକଶ୍ମୀରର ନୂତନ ମହାନିର୍ଦ୍ଦେଶକ (ଡିଜିପି)!-->…
ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା’
ସମଲିଙ୍ଗୀ ସମ୍ପର୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସିଜେଆଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ:!-->!-->!-->…