ଜୟପୁର,୦୫।୦୫: କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଶିବରାଜ ଖଣ୍ଡପାନ ବିଜେଡିରୁ ବହିସ୍କୃତ । ଶିବରାଜ ଖଣ୍ଡପାନଙ୍କ ନାମରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିସିଂହପୁର ଥାନାରେ ଅଭିଯୋଗ ହୋଇଛି । ଶିବରାଜଙ୍କ ନାମରେ ଜିଲ୍ଲାର ଅନେକ ଥାନାରେ ସଙ୍ଗୀନ ମାମଲା ରହିଥିବା ନେଇ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଅପହୃତ ଛାତ୍ରୀଙ୍କ ମାଆ। ଅଭିଯୋଗ ଆଧାରରେ ପୋଲିସତଦନ୍ତ ଆରମ୍ଭ କରିଥିବା ବେଳ ଦଳ ଶିବରାଜଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post