mobile header

ବ୍ଲକ୍ ଉପାଧ୍ୟକ୍ଷ ଙ୍କ ଚଲାଣ ଗୁଡ଼ା ଗସ୍ଥ,ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ

ମାଲକାନଗିରି:ମାଲକାନଗିରି ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ହ।ଲଦର୍ ଙ୍କ ଚାଲାଣ ଗୁଡ଼ା ପଞ୍ଚାୟତ କୁ ଶନିବାର ଦିନ ଅଚାନକ ଗସ୍ତ କରିଥିଲେ ।ସେଠାରେ ପହଞ୍ଚି ମାଲକାନଗିରି ବ୍ଲକ୍ ଅଧୀନରେ ଚାଲିଥିବା ବିଭିନ୍ନ ଯୋଜନା ଅନ୍ତର୍ଗତ କାର୍ଯ୍ୟ ଗୁଡ଼ିକର କ୍ଷେତ୍ର ପରିଦର୍ଶନ ସହ ତଦାରଖ କରିଥିଲେ ବିଜୁ ପକ୍କା ଘର,ମନରେଗା,ବୃକ୍ଷ ରୋପଣ,ରାସ୍ତା ନିର୍ମାଣ,ଚେକ୍ ଡ।ମ ଇତ୍ୟାଦି କାର୍ଯ୍ୟ ଗୁଡ଼ିକ ବୁଲି ଦେଖିଥିଲେ। ଚାଲାଣ ଗୁଡ଼ା ପଞ୍ଚାୟତ ର ବ।ଙ୍କିଗୁଡ।, ଗନ୍ଦି ପାଲି, ଏମ ଭି ୯୧ ଇତ୍ୟାଦି ଗ୍ରାମ ବୁଲି କ୍ଷେତ୍ର ପରିଦର୍ଶନ କରିଥିଲେ ।ଗ୍ରାମବାସୀ ଓ ହିତାଧିକାରୀ ଙ୍କ ମିଶି ସମସ୍ୟା ସଂପର୍କ ରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.