mobile header

ଉଡ଼ିଗଲା ଟ୍ୱିଟରର ନୀଳ ଚଢ଼େଇ, ଏବେ ଆସିଲା X

ବାସ୍ତବରେ ଟ୍ୱିଟର୍‌ର ଯୁଗ ଶେଷ ହୋଇନାହିଁ। ହେଲେ ଦୀର୍ଘ ବର୍ଷ ହେଲା ଟ୍ୱିଟରରେ ଥିବା ନୀଳ ଚଢ଼େଇର ବୟସ ଆଜି ଶେଷ ହୋଇ ଯାଇଛି। ଆଉ ଟ୍ୱିଟରରେ ନୀଳ ଚଢ଼େଇ ଦେଖାଯାଉନି। ଏହା ବଦଳରେ X ଆସିଯାଇଛି। ଏବେ ଟ୍ୱିଟର୍‌ର ଲୋଗ ଭାବେ X ହିଁ ଦୃଶ୍ୟମାନ ହେବ।

ନୂଆଦିଲ୍ଲୀ: ମାତ୍ର ୨୪ ଘଣ୍ଟା ତଳେ ଆମେ ଯେଉଁ ଟ୍ୱିଟରକୁ ଜାଣିଥିଲୁ ଏବେ ତାହା ସଂପୂର୍ଣ୍ଣ ଭାବେ ବଦଳି ଯାଇଛି। ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଆଜି ବିଧିବଦ୍ଧ ଭାବେ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର କାୟା ବଦଳାଇ ଦେଇଛନ୍ତି।

ବାସ୍ତବରେ ଟ୍ୱିଟର୍‌ର ଯୁଗ ଶେଷ ହୋଇନାହିଁ। ହେଲେ ଦୀର୍ଘ ବର୍ଷ ହେଲା ଟ୍ୱିଟରରେ ଥିବା ନୀଳ ଚଢ଼େଇର ବୟସ ଆଜି ଶେଷ ହୋଇ ଯାଇଛି। ଆଉ ଟ୍ୱିଟରରେ ନୀଳ ଚଢ଼େଇ ଦେଖାଯାଉନି। ଏହା ବଦଳରେ X ଆସିଯାଇଛି। ଏବେ ଟ୍ୱିଟର୍‌ର ଲୋଗ ଭାବେ X ହିଁ ଦୃଶ୍ୟମାନ ହେବ।

ଆଜି ଠାରୁ ବିଧିବଦ୍ଧ ଭାବେ କିଛି ଆକାଉଣ୍ଟରେ ନୀଳ ଚଢ଼େଇ ବଦଳରେ ଟ୍ୱିଟର ଲୋଗ ଭାବେ X ଦୃଶ୍ୟମାନ ହେବା ଆରମ୍ଭ ହୋଇଛି। ଅବଶ୍ୟ ଏବେ କିଛି ଆକାଉଣ୍ଟରେ ନୀଳ ଚଢ଼େଇ ରହିଛି। ଏହାର ଅର୍ଥ ଏଲନ ମସ୍କ ପର୍ଯ୍ୟାୟକ୍ରମେ ବିଭିନ୍ନ ଆକାଉଣ୍ଟର ଲୋଗ ବଦଳାଇବା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.