ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୩୦ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ମୋଟର ସାଇକଲ ଉପହାର ଦେଇଛନ୍ତି । ଉତ୍କଳ ଦିବସ ଅବସରରେ ମାହାଙ୍ଗା ଅଳିଯୋଡ଼ା ସ୍ଥିତ ନିଜ ବାସଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମାହାଙ୍ଗା ବ୍ଲକର ୧୯ଜଣ ଓ ନିଶ୍ଚିନ୍ତକୋଇଲି ବ୍ଲକର ୧୧ଜଣ ଦିବ୍ୟାଙ୍ଗଙ୍କୁ ଏହି ମୋଟର ସାଇକଲ ପ୍ରଦାନ କରିଛନ୍ତି। ପାଖାପାଖି ୩୦ ଲକ୍ଷ ଟଙ୍କା ବ୍ୟୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଜଣ ଦିବ୍ୟାଙ୍ଗଙ୍କୁ ଟିଭିଏସ କମ୍ପାନୀର ଟ୍ରାଇ ମୋଟର ସାଇକଲ ଉପହାର ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.