Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ କ୍ୟାପ୍ଟେନ, ରିୟାନ ଓ…
୧୫ ଜଣିଆ ସ୍କ୍ୱାଡରେ ଅନେକ ଯୁଭ ପ୍ରତିଭାବଙ୍କୁ ସାମିଲ କରାଯାଇଛି।
ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଜିମ୍ବାୱେ!-->!-->!-->…
ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ, ବାଦ ପଡ଼ିଲେ କେଏଲ ରାହୁଲ
ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର ୧୫ ଜଣିଆ ଟିମରେ ଥିବା ଖେଳାଳିଙ୍କ ନାଁ ସାର୍ବଜନୀନ କରିଛନ୍ତି।
ମୁମ୍ବାଇ: ଆମେରିକା ଓ!-->!-->!-->…
ଲଗାତାର ୩ୟ ଥର ଏସିସିର ଅଧ୍ୟକ୍ଷ ହେଲେ ଜୟ ଶାହ, ସର୍ବସମ୍ମତିରେ ହେଲା ନିଷ୍ପତ୍ତି
ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ପରିଷଦର ବାର୍ଷି ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହ ପୁଣି ଥରେ ଏସୀୟ କ୍ରିକେଟ୍!-->…
ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ! ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ
ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେଉ ହେଉ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ଘଟିଛି।
!-->!-->!-->…
କଳିଙ୍ଗରେ ହାରିଲା ଭାରତୀୟ ଫୁଟବଲ ଟିମ
ଫିଫା ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଖେଳୁଥିବା ଭାରତ ପ୍ରଥମ ମ୍ୟାଚରେ କୁଏତକୁ ୧-୦ରେ ହରାଇଥିଲା।
ଭୁବନେଶ୍ବର: ଅନେକ ଆଶା ଓ!-->!-->!-->…
ହତାଶ, ନିରାଶ, ସ୍ୱପ୍ନ ଧୂଳିସାତ୍
ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ପ୍ରଥମଥର ପାଇଁ ବିଶ୍ୱକପ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲା ଭାରତ। କିନ୍ତୁ ଫାଇନାଲରେ ଦଳକୁ!-->…
ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ: ୨୦୦୩ ଓ ୨୦୨୩, କ’ଣ ସବୁ ରହିଛି ସମାନତା?
ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ଦିନିକିଆ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ।!-->…
ଜନ୍ମଦିନରେ ସଚିନଙ୍କ ସମକକ୍ଷ ହେଲେ କୋହଲି, ରଚିଲେ ‘ବିରାଟ’ କୀର୍ତ୍ତିମାନ
ଇଡେନ ଗାର୍ଡେନ୍ସରେ କ୍ୟାରିଅରର ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି।
ଦିନିକିଆ କ୍ରିକେଟରେ ୪୯ଟି ଶତକ ହାସଲ କରିବାରେ!-->!-->!-->!-->…
୨୬ରୁ ଜାତୀୟ କ୍ରୀଡ଼ା: ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର, କେଉଁ ପଦକ ଜିତିଲେ କେତେ ପୁରସ୍କାର…
୩୭ତମ ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଥିବା ଖେଳାଳିଙ୍କୁ ଶୁଭକାମନା ଜଣାଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ମୁଁ!-->…
ଶେଷ ହେଲା ୧୯ତମ ଏସୀୟ କ୍ରୀଡା: ୧୦୭ ପଦକ ସହ ଭାରତର ଶ୍ରେଷ୍ଠ ପ୍ରଦର୍ଶନ
୧୦୭ ପଦକ ମଧ୍ୟରେ ରହିଛି ୨୮ ସ୍ୱର୍ଣ୍ଣ, ୩୮ ରୌପ୍ୟ ଓ ୪୧ ବ୍ରୋଞ୍ଜ।
ନୂଆଦିଲ୍ଲୀ: ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ୧୯ତମ ଏସୀୟ କ୍ରୀଡ଼ା!-->!-->!-->…