Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ ବିଦେଶ
ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ବଡ ଦାୟିତ୍ୱ: ବିଶ୍ୱ ପାଣିପାଗ ସଙ୍ଗଠନର ଉପାଧ୍ୟକ୍ଷ ଭାବେ…
ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ବିଶ୍ବ ପାଣିପାଗ ସଂଗଠନର ୩ୟ ଉପ-ସଭାପତି ନିର୍ବାଚିତ!-->…
୨୦୨୪ ପାଇଁ ନୀତୀଶଙ୍କ ଫର୍ମୁଲା; କେମିତି ହାରିବେ ମୋଦୀ ?
୨୦୨୪ରେ ଏକାଠି ହେବା ପାଇଁ ବିରୋଧୀଙ୍କୁ ଆହ୍ୱାନ; ନିଜନିଜ ଭିତରେ ନଲଢ଼ି, ବିଜେପିକୁ ହରାଇବା ପାଇଁ ମାଗିଲେ ସହଯୋଗ
ନୂଆଦିଲ୍ଲୀ: ୨୦୨୪!-->!-->!-->…
ଆଇପିଏଲ୍ ୨୦୨୩କୁ ମିଳିଲା ଚାମ୍ପିଅନ, ଶେଷ ବଲରେ ଗୁଜରାଟକୁ ହରାଇ ୫ମ ଥର ଟାଇଟଲ୍ ଜିତିଲା ଚେନ୍ନାଇ…
ଅହମ୍ମଦାବାଦ: ବହୁ ପ୍ରତୀକ୍ଷା ପରେ ଶେଷରେ ଆଇପିଏଲ୍ ୨୦୨୩କୁ ମିଳିଲା ଚାମ୍ପିଅନ। ବର୍ଷା ବାଧାପ୍ରାପ୍ତ ଫାଇନାଲ୍ ମୁକାବିଲାରେ ବାଜି!-->…
ଫାଇନାଲ ପୂର୍ବରୁ ଅମ୍ବାତି ରାଇଡୁଙ୍କ ବଡ ଘୋଷଣା, ସନ୍ୟାସ ପାଇଁ ନେଲେ ନିଷ୍ପତ୍ତି
ଅହମ୍ମଦାବାଦ: ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ୍ ଆଉ କିଛି ସମୟ ପରେ ଆରମ୍ଭ ହେବ। ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଭେଟରାନ କ୍ରିକେଟର!-->…
ନୂଆ ସଂସଦ ଭବନ: କାହିଁକି ଭିନ୍ନ, କାହିଁକି ସ୍ୱତନ୍ତ୍ର ? ଜାଣନ୍ତୁ କିଛି ରୋଚକ ତଥ୍ୟ
ନୂଆଦିଲ୍ଲୀ: ନୂଆ ଭାରତର ନୂଆ ସଂସଦ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ । ତେବେ!-->…
ଓଡ଼ିଆ ପୁଅକୁ ସମ୍ୱର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର: ସେବା ଓ ଧର୍ମକୁ ଜୀବନରେ ଆଦର୍ଶ ଭାବେ ମାନୁଥିବା ଓଡ଼ିଆ ପୁଅ ପୁରଞ୍ଜନ ଦଳାଇ ନୂଆ ସଂସଦ ଭବନ ନିର୍ମାଣ!-->…
ସଂସଦ ଭବନରେ ‘ସେଙ୍ଗୋଲ୍’ ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ହୋମ-ପୂଜା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ‘ସେଙ୍ଗୋଲ୍’ ସ୍ଥାପନ କରିଛନ୍ତି।
!-->!-->!-->…
ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନକୁ ଲୋକାର୍ପିତ କରିବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।
!-->!-->!-->…
ନୀତି ଆୟୋଗ ବୈଠକକୁ ଆସିଲେନି ୮ ମୁଖ୍ୟମନ୍ତ୍ରୀ: ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ରଖି ଯୋଜନା…
ନୂଆଦିଲ୍ଲୀ: ଦେଶର ବିକାଶ ପାଇଁ ମୁଖ୍ୟ ଯୋଜନା ପ୍ରସ୍ତୁତ କରୁଥିବା ନୀତି ଆୟୋଗ ବୈଠକ ଶନିବାର ଆୟୋଜିତ ହୋଇଛି । ରାଜଧାନୀ ଦିଲ୍ଲୀରେ!-->…
ନିତି ଆୟୋଗ ବୈଠକକୁ ବର୍ଜନ: ଅକଳରେ ନବୀନଙ୍କ ସମଦୂରତ୍ୱ ନୀତି
ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ନିତି ଆୟୋଗ ପରିଚାଳନା ପରିଷଦ ବୈଠକକୁ!-->…