Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ ବିଦେଶ
‘ଭାରତ ରତ୍ନ’ ପାଇବେ ଲାଲକୃଷ୍ଣ ଆଡଭାନୀ
ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ!-->…
ହେମନ୍ତ ସୋରେନଙ୍କୁ ବାନ୍ଧିଲା ଇଡି
ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି!-->…
ଇସ୍ତଫା ଦେଲେ ହେମନ୍ତ, ଚମ୍ପାଇ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ
ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଅତ୍ୟନ୍ତ ଖାସ ଚମ୍ପାଇ ସୋରେନ!-->…
୨୦୨୪ ପାଇଁ ପଦ୍ମଶ୍ରୀ ଘୋଷଣା କଲେ ଭାରତ ସରକାର; ୩୪ ଜଣଙ୍କ ମଧ୍ୟରେ ୨ ଓଡ଼ିଆ
ଓଡ଼ିଶାରୁ ଗୋପୀନାଥ ସ୍ୱାଇଁ ଓ ଭାଗବତ ପ୍ରଧାନଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ!-->!-->!-->…
ଦେଶକୁ ଆଗକୁ ନେବାରେ ସବୁ ଦେଶବାସୀଙ୍କ ଭୂମିକା ରହିଛି: ରାଷ୍ଟ୍ରପତି
ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଅବତରଣ ବଡ଼ ଉପଲବ୍ଧି ଆଣିଛି। ଆଦିତ୍ୟ ଏଲ୍ -୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି। ଅନ୍ତରୀକ୍ଷ!-->…
ଜାତୀୟ ମତଦାତା ଦିବସ: କାହିଁକି ଜାନୁଆରୀ ୨୫ରେ ପାଳନ ହୁଏ?
ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପ୍ରଥମେ ୨୦୧୧ ମସିହାରେ ଜାତୀୟ ମତଦାତା ଦିବସ ପାଳନ କରିବାକୁ ଘୋଷଣା କରିଥିଲେ।
ନୂଆଦିଲ୍ଲୀ:!-->!-->!-->…
କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ
ମରଣୋତ୍ତର ଭାବେ ତାଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ।
ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ପ୍ରଦାନ!-->!-->!-->…
ନେତାଜୀଙ୍କ ଜୟନ୍ତୀରେ ପୋର୍ଟ ବ୍ଲେୟରରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ସତ୍ୟ ସୂତାର
ପୋର୍ଟ ବ୍ଲେୟର, ୨୩।୧: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ!-->…
ପ୍ରଭୁ ରାମଲଲା କେଉଁ କେଉଁ ଆଭୂଷଣ ପରିଧାନ କରିଛନ୍ତି?
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର!-->…
୫୦୦ ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର, ୧୫୨୮ରୁ ୨୦୨୪- ଏକ ଇତିବୃତ୍ତ
୧୮୫୮ରେ ନିହଙ୍ଗ ଶିଖମାନେ ବାବ୍ରି ମସଜିଦ ଭିତରେ ପଶି ଯାଇଥିଲେ। ସେମାନେ ମସଜିଦ ଭିତରେ ବିଭିନ୍ନ ସ୍ଥାନରେ ‘ଶ୍ରୀ ରାମ’ ଲେଖିଥିଲେ।
!-->!-->!-->…