ବାଇପାସ ସଂଘର୍ଷ ସମିତିର ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ

କୋଟପାଡ: କୋଟପାଡ ସହରର ବାଇପାସ ସଂଘର୍ଷ ସମିତି ଆଜି ସ୍ଥାନୀୟ ପାର୍କ ନିକଟରୁ ତହସିଲ ଅଫିସ ପର୍ଯ୍ୟନ୍ତ ଏକ ବିରାଟ ରାଲି ପହଞ୍ଚି ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ସଭାପତି ମଣି ପ୍ରସାଦ ପଟ୍ଟନାୟକ, ଉପ ସଭାପତି ନରେନ୍ଦ୍ର ସ୍ୱାଇଁ, ସମ୍ପାଦକ ଗଣେଶ ପଣ୍ଡା, ଆବାହକ ସୁନିଲ ଦାସ, ଜିତେନ୍ଦ୍ର ମହାପାତ୍ର, ମନୋହର ବିଶୋଇ, ତପନ ମହାପାତ୍ର, ବିଧାୟକ ସୁଧୀର ମହାନ୍ତି, ଶିବ ପଟ୍ଟନାୟକ, ଏମ ବାନାର୍ଜୀ, ଗୌର ରଥ, ବିଜେଡି ଟାଉନ ସଭାପତି ଆରିଫ ପଟେଲ, ଏମ ଡି ସଲିମ, ପ୍ରଦୀପ ନାୟକ, ଶ୍ରିମନ୍ତ ପଣ୍ଡା, ଜମିହରା ଚାଷୀମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଯଦି ସରକାର ଏହାର ପୁନାରବୃତ୍ତି ନ କରନ୍ତି ରାଜରାସ୍ତାରେ ନିଆଁ ଜଳିବ ବୋଲି ସଂଘର୍ଷ ସମିତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.