Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ସସ୍ପେଣ୍ଡ
ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ସସ୍ପେଣ୍ଡ କଲା ଏଆଇସିସି।
ଭୁବନେଶ୍ବର: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍!-->!-->!-->…
ବିଜେଡିର ମୁଣ୍ଡବ୍ୟଥା ବଢ଼ାଇଲେ ଦୁଇ ବିଧାୟକ ବ୍ରଜ ଓ ଚନ୍ଦ୍ରସାରଥୀ
ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳୀୟ ବିଧାୟକମାନଙ୍କ କାର୍ଯ୍ୟ ଓ ଆଚରଣ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
!-->!-->!-->…
କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା: ଓଡ଼ିଶାରୁ କାହାକୁ ମିଳିବ ମନ୍ତ୍ରୀ ପଦ?
ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସରକାରଙ୍କ ଦ୍ବିତୀୟ ପାଳିର ଦ୍ବିତୀୟ କ୍ୟାବିନେଟ ସଂପ୍ରସାରଣ!-->…
୬ ଜିଲ୍ଲାରେ ନୂଆ ବିଜେଡି ମୁଖିଆ: ବବିଙ୍କ ପତିଆରା ହ୍ରାସ, ରବି ଜେନା ଆଉଟ୍
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଶାସକ ବିଜେଡି ନିଜର ପୁରୁଖା ଓ କୋଣଠେସା ହୋଇ ରହିଥିବା ନେତାମାନଙ୍କୁ ସେତିକି ଗୁରୁତ୍ୱ ଦେବା!-->…
ବିଜେଡିରେ ଉଗ୍ର ଗୋଷ୍ଠୀକନ୍ଦଳ: ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହି ବି ଜିଲ୍ଲାରେ ପଶିପାରୁନାହାନ୍ତି…
ନିର୍ବାଚନ ବର୍ଷରେ ଉଗ୍ର ଗୋଷ୍ଠୀକନ୍ଦଳ ବିଜେଡି ନେତୃତ୍ୱଙ୍କୁ ଚିନ୍ତାରେ ପକାଇଥିବା ବେଳେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ଦୁଇଦିନିଆ ବୈଠକ!-->…
ଯୁବ ବିଜେଡିର ରାଜ୍ୟକାରିଣୀ ବୈଠକ: ୧୪୭ ବିଧାନସଭା ଆସନ ଜିତିବା ପାଇଁ ରଣନୀତି; ସଶକ୍ତ ଓଡ଼ିଶା…
ଭୁବନେଶ୍ୱର: ବିଜେଡି ଫୋକସରେ ୨୦୨୪ ନିର୍ବାଚନ । ଏଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିନେଇଛି ଦଳ । ବିଜୁ ଯୁବ ଜନତା ଦଳର ରାଜ୍ୟ!-->…
ପାୱାର ବନାମ ପାୱାର ଲଢ଼େଇ: ଆଜି ଦାଦା-ପୁତୁରା କରିବେ ଶକ୍ତି ପ୍ରଦର୍ଶନ
ଆଜି ଉଭୟ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଯିଏ ସଂଖ୍ୟା ଗରିଷ୍ଠତା ଦେଖାଇ ପାରିବ ସେ ହିଁ ପ୍ରକୃତ ଏନସିପି ବୋଲି ନିଜକୁ!-->…
ପାୱାର ବନାମ ପାୱାର: କାହା ପାଖରେ କେତେ ବିଧାୟକ?
ଦାଦା ଶରଦ ପାୱାର ତାଙ୍କୁ ଏନସିପିରୁ ବିଦା କରିଛନ୍ତି। ହେଲେ ସେ ନିଜକୁ ପ୍ରକୃତ ଏନସିପି ନେତା ବୋଲି କହି ଦଳ ଉପରେ ନିଜର ଅଧିକାର ଜାହିର!-->…
ବଡ଼ ଦାବି କଲା ଉଦ୍ଧବଙ୍କ ଶିବସେନା: ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସ୍ଥାନ ନେବେ ଅଜିତ ପାୱାର
ନୂଆଦିଲ୍ଲୀ/ମୁମ୍ବାଇ: ସମସ୍ତଙ୍କୁ ଚକିତ କରି ହଠାତ୍ ମହାରାଷ୍ଟ୍ରର ସିନ୍ଦେ ଓ ବିଜେପି ସରକାରଙ୍କୁ ସମର୍ଥନ ଘୋଷଣା କରି ପୂରା ଦେଶରେ!-->…
ଓଡ଼ିଶାରେ କେମିତି ହେବ ବିଜେପି ସରକାର? ୬ରେ ଗୌହାଟୀରେ ମାନସମନ୍ଥନ
ଭୁବନେଶ୍ୱର: ଓଡ଼ିଶାରେ କେମିତି ହେବ ବିଜେପି ସରକାର। ତା’ସହ ଏଠାରୁ ଅଧିକରୁ ଅଧିକ ଲୋକସଭା ସିଟ୍ ଦଖଲ ପାଇଁ ଗୌହାଟୀରେ ହେବ ମାନସ!-->…