
ମାଲକାନଗିରି: ସ୍ୱଚ୍ଛ ଭାରତ ଅଭିଯାନ କୁ ଅଧିକ ଗୁରୁତ୍ବ ଗି
ମୁନିସିପାଲଟି ରେ ଆଜି ସଫେଇ କାର୍ଯ୍ୟ କୁ ଅଧିକ ଗୁରୁତ୍ୱ ଦେଇ ୧୫ଗୋଟି ନୂତନ ଆବର୍ଜନା ବୁହା ଗାଡିର ଉଦଘାଟନ କରିଛନ୍ତି ପୋୖରାଧକ୍ଷ ମନୋଜ କୁମାର ବାରିକ । ଏହି ଅବସରରେ ପୋୖର ପରିଷଦ ଅଧକ୍ଷ ଙ୍କ ସମେତ ପରିମଳ ଯନ୍ତ୍ରୀ ଲିଙ୍ଗରାଜ ପାଳ ଉପସ୍ଥିତ ଥିଲେ ।। ପୋୖର ପରିଷଦ କୁ ଅଧିକ ସ୍ଵଛ ରଖିବା ପାଇଁ ସମସ୍ତେ ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରି ଏହି ଗାଡି ଗୁଡିକର ଶୁଭାରମ୍ଭ କରାଯାଇଛି ।ଫଳରେ ମାଲକାନଗିରି ସହର ର ସମସ୍ତ ଗଳି କନ୍ଦି ଅଧିକ ସଫା ରହିବ ବୋଲି।କୁହାଯାଉଛି